ସୋର୍ ପଡୁଥିସି ସେ ଅଭୁଲା ପିରତି, ଏକେଲା ଥିଲେ ଖାଲି ରହି ନାଇଁ ହେସି….୧

August 12, 2019 sunitaprusty 1

ମନ୍ ଟା ଭି ଗୁଟେ ଅଜବ୍ ଜିନିଷ୍ ଆଏ । କେନ୍ ଟାକେ ଯେତେ ପସନ୍ କରୁଥିଲେ ବି ନେଇଁ ମିଲେ ଆର୍ କେନ୍ ଜିନିଷ୍ ଯେ ମୋର୍ ଜୀବନେ ନେଇଁ ଆସୁ ବଲୁଥିଲେ ବି ଇ ମନ୍ ଯେ କେତେବେଲେ ସେଥିର୍ ଲାଗି ବାଇ ହେଇଯିବା ଜାନି ନେଇଁ ହୁଏ । ମୋର୍ ନାଁ ବାସନ୍ତି । ଆମର୍ ଘରର୍ ପାଁଚ୍ ଟା ଟୁକେଲ୍ ଆର୍ ତିନ୍ ଟା […]