adhunika odia jhia – | otelsan.ru //otelsan.ru Odia Sex Stories Tue, 21 May 2019 18:01:25 +0000 en-GB hourly 1 /> ଇଏ ଲଭ ନୁହେଁ ଫ୍ରେଣ୍ଡସିପ : ଏକବିଂଶ ସାପ୍ତାଦିର ଚରିତ୍ରହୀନ ଯୁବତୀ | otelsan.ru //otelsan.ru/xbrasilporno/ie-love-nunhe-friendship-ekabinsa-saptabdi-ra-charitrahina-jubati/ //otelsan.ru/xbrasilporno/ie-love-nunhe-friendship-ekabinsa-saptabdi-ra-charitrahina-jubati/#comments Tue, 21 May 2019 18:01:25 +0000 //otelsan.ru/xbrasilporno/?p=5561 [...]]]> Odia Sex story in odia font, odia banda bia gapa, odia sex kahani, otelsan.ru gapa, odia adhunika jhia, love, friendship

ଧନ୍ୟବାଦ ପାଠକ ବନ୍ଧୁ | ଆଜିର କାହାଣୀ “ଏଇ ଲଭ ନୁହେଁ ଫ୍ରେଣ୍ଡସିପ : ଏକବିଂଶ ସାପ୍ତାଦିର ଚରିତ୍ରହୀନ ଯୁବତୀ” ଏକ ନିଆରା କାହାଣୀ ଯାହାକୁ ଆପଣ ମାନେ ପଢନ୍ତୁ ଆଉ କାହାଣୀ ଉପରେ ନିଜର ମତାମତ ନିଶ୍ଚିତ ଦେବେ କାହିଁକି ନା ଏ କେବଳ ଏକ ଯୌନ କାହାଣୀ ନୁହେଁ | କାହାଣୀ ଯାହା ବାସ୍ତବତାକୁ ପ୍ରକାଶ କରୁଛି | ଯେଉଁ କାରଣ ନେଇ ଗୋଟିଏ ପୁଅ ତାର ସମସ୍ତ କାମକୁ ପଛରେ ପକାଇ ତାରି ପଛରେ ପଛରେ ଚାଲିଥାଏ, ତାକୁ ନେଇ ଅନେକ ସ୍ଵପ୍ନ ଦେଖେ, ଧନ ମଧ୍ୟ୍ୟ ନଷ୍ଟ କରେ | କଣ ପାଏ ଶେଷରେ ସେ | ନିରୀହ ମନ ଓଏ ହୃଦୟ ପ୍ରତି ଚାଲାଣ ଯେ କେତେ ନୃଶଂସ ହେଇଯାଏ ଏ କାହାଣୀ ତାର ଯଥାର୍ଥ କୁ ପ୍ରତିପାଦନ କରିବା | ଏକବିଂଶ ସାପ୍ତାଦି ରେ ନାରୀ ଶାସ୍ତ୍ରୀ କାରଣ ଖୁବ ଜୋର ସୋର ରେ ଚାଲିଛି | ସଂରକ୍ଷଣ ଠାରୁ ଆରମ୍ଭ କରି ପ୍ରଥମ ପ୍ରାଧାନ୍ୟ ଆଜି ନାରୀ ବା ମହିଳା ବା ଝିଅ ମାନଙ୍କୁ ମିଳୁଛି | କେବେ ଥିଲା ନାରୀ ଦୁର୍ବଳ, କୁହାଯାଏ ଲତା, ବନିତା ପାଇଁ କୁଆଡେ ଆଶ୍ରା ନିଶ୍ଚିତ ଦରକାର ହେଲେ ଆଜି କଣ ଘଟୁଛି | ଗୋଟେ ମଝିଦାଣ୍ଡରେ କଥାଟେ ଅଛି ” ଝିଅ ଟିଏ ପଢିଲେ ଗୋଟିଏ ପରିବାର ଶିକ୍ଷିତ ହୁଏ, ହେଲେ ଝିଅ ଟିଏ ପଢିଲେ କେତେ ପରିବାର ବି ଉଜୁଡି ଯାଏ, ଯଦିଓ ଆମେ ଏହି କଥାକୁ ସମର୍ଥନ କରୁନାହୁଁ ତଥାପି କାହାଣକୁ ନେଇ ଏକି ବାକ୍ୟ ଯଥେଷ୍ଟ ଯୋଗ୍ୟ ଅଟେ | ତେବେ ଚାଲନ୍ତୁ ଯାହା ଜୀବନରେ ଏ ଘଟଣା ଘଟିଛି ତାଙ୍କରି ଲେଖାରୁ ଏ କାହାଣୀ | କାହାଣୀକାର କୁନୁ ଙ୍କ ଠାରୁ କାହାଣୀର ସତ୍ୟାସତ୍ୟ |

ନମସ୍କାର ମୁଁ କୁନୁ, ଭାଉଜ ର ମୁଁ ଜଣେ ପାଠକ, କିଛି ଦିନ ହେବ ମୁଁ ଭାଉଜରେ ଅନେକ କାହାଣୀ ପଢିଛି | ମୋତେ ଭାଉଜ ରେ କାହାଣୀ ପଢିବାକୁ ଭଲ ଲାଗେ ଆଉ ଆପଣମାନେ ଯେ କେହିବି ମୋ କାହାଣୀ ପଢିବେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି ଆଉ ଆଶା କରୁଛି ଆପଣଙ୍କୁ ଗୋଟେ ଭଲ ସାଥି ଟିଏ ମିଳୁ, ଯେ ଆପଣଙ୍କୁ ପ୍ରେମ ଦେବ, ଆଦର କରିବା ଆଉ ଆପଣଙ୍କ ବ୍ୟତୀତ ପର ପୁରୁଷକୁ ଜମା ବି ମନକୁ ଆଣିବନି | ହଁ ମୋ ଜୀବନର ଆରମ୍ଭ ବହୁତ ଭଲ ଥିଲା ମୁଁ ବହୁତ ଖୁସି ଥିଲି, ବୟସ ୧୮ ହେଇଯାଇଥିଲେ ମଧ୍ୟ୍ୟ ମୋର କେହି ଗାର୍ଲ ଫ୍ରେନ୍ଡ ନଥିଲେ | ମୁଁ ବହୁତ ସିଧା ସାଧା ପିଲା ଟିଏ ଥିଲେ | ହେଲେ ପୁଅ ଟେ ଯେହେତୁ ବାଣ୍ଡ ତ ଟେଂଗେଇବ ନିଶ୍ଚିତ ଆଉ କାଉ ଝିଅ ସହ ତ ମିଶିବାକୁ ଇଛା ହବ ନିଶ୍ଚିତ ହେଲେ ମୁଁ କେବେ ବି କାଉ ଝିଅକୁ ନେଇ ମନରେ କିଛି ବି ଖରାପ ଭାବନା ଭାବିନଥିଲି, ଏମିତି କି ଫିଲ୍ମ ଦେଖି ହିରୋଇନ କଥା ମଧ୍ୟ୍ୟ ଭାବେନ ଖାଲି ଆଶାଥିଲା ଗୋଟେ ଭଲ ଝିଅ କୁ ଜୀବନ ସାଥି କରିବି ଆଉ ତା ସହିତ ସବୁ କିଛି ଘଟିବ ଯାହା ପୁଅ ଝିଅ ଭିତରେ ଘଟିବା କଥା ମାନେ ଯୌବନରେ ପାଦ ଦେଇ ଯେତେସବୁ ଇଛା ମନରେ ଆସେ ଆଉ ଦେହର ଗରମକୁ ଶାନ୍ତି ଦେବା ପାଇଁ ଯାହା ସବୁ କରିବାକୁ ପଡେ କାମସୁତ୍ର ର ସବୁ ଭାଙ୍ଗି ତା ସହିତ |

ମୋର +୩ ପ୍ରଥମ ବର୍ଷ ଆଉ ଏବେ ବି କଉ ଝିଅ ପଛରେ ମୁଁ ପଡ଼ିନଥିଲି, ଶ୍ରେଣୀରେ କିଛି ଝିଅ ମୋତେ ଲାଇକ କରୁଥିଲେ ହେଲେ କେହି ମୋତେ କିଛି କହିନଥିଲେ | ମୁଁ ସମସ୍ତଙ୍କ ସହ ଫ୍ରେନ୍ଡ ପରି ମିସେ ଆଉ କେବେ ବି କଉ ଝିଅ ସହ ଅଶ୍ଳୀଳ କଥା କି ଡୁଆଲ ମିନିଙ୍ଗ କଥା ମଧ୍ୟ୍ୟ ହେଇନଥିଲି | କିଛି ସାଙ୍ଗ ମାନେ ତା ମୋତେ ଆମ ଶ୍ରେଣୀର ଗୋଟେ ଝିଅ କୁ ନେଇ ଥଟା କରନ୍ତି ହଳେ ସେ ଝିଅ କୁ ମୁଁ ଅନେକ ପୁଅ ଙ୍କ ସହ ମିଶିବାର ଦେଖିଚି ଆଉ ସେମାନେ କଣ ସବୁ କରନ୍ତି ଆଉ କହିବିନି କାହିଁକି ନା ତାର ଏଠି କିଛି ଆବଶ୍ୟକ ନାହିଁ |

ଦ୍ୱିତୀୟ ବର୍ଷ ହେଲା ସେତେବେଳେ ଅଗଷ୍ଟ ମାସ ନୂଆ କରି କଲେଜ କୁ +୩ ପ୍ରଥମ ବର୍ଷର ପିଲା ଆସିଥାନ୍ତି | ମୋ ଘର ଠାରୁ କଲେଜ ଅଳ୍ପ କିଛି ଦୂର ଏଠି ଆମେ ବେଶୀ ଲୋକାଲ ପିଲା | ତେଣୁ କେହି ପ୍ରାୟ ଅଚିଂହା ନଥିଲେ | ଦିନେ କଲେଜ କରିଡର ରେ ବୁଲୁଥିବା ବେଳେ ମୁଁ ସାମ୍ନାରେ ଗୋଟେ ଝିଅକୁ ଦେଖିଲି, ଏମିତି ଲାଗିଲା ଯେମିତି କଲେଜ ରେ ଆଉ କେହି ନାହାନ୍ତି ଖାଲି ସେ ଆଉ ମୁଁ | ମୁଁ ତ ସେଠାରେ ତାକୁ ହିଁ ଚାହିଁ ରହିଥିଲି, ସେ ତା ମୁଂହ ଯେମିତି ମୋତେ ଅତି ନିଜର ଭଳି ଲାଗିଲା, ସତେକି ସଜ ଫୁଟ କୁସୁମ ଟିଏ | କଲେଜ ବଗିଚାର ସବୁ ଫୁଲ ବି ତା ଆଗେ ଫିକା ପଡିଯିବେ | ସେ ଚାଲି ଚାଲି କେତେବେଳେ ମୋ ପାଖାପାଖି ଆସିଯାଇଥିଲା ଜାଣିପାରିନଥିଲି | ହଠାତ ତା ନଜର ବି ମୋ ଉପରେ ପଡିଲା ଆଉ ସେ ମୋତେ ଦେଖିଲା ବୋଧେ ସେ ଜାଣିପାରିଲା ମୁଁ ତାକୁ କିଛି ସମୟ ହେଲା ଦେଖୁଚି, ସେଠୁ ସେ ମୁଂହ ସିଧା କରି ମୋ ପଛପଟ ରାସ୍ତାରେ ଚାଲିଲା ଆଉ ମୁଁ ପଛକୁ ବୁଲି ଦେଖିଲି ଆଃ… ସତରେ ତାର ଚୋରା ଚାହାଣି ମୋ ହୃଦୟ କୁ ସେଇ ସମୟରେ ଚିରିଦେବ ଯେମିତି |

କିଛି ଦିନ ତାର କଥା ଭାବି ଭାବି ଚାଲିଗଲା, ମୁଁ ଅନ୍ୟମନସ୍କ ହେବାକୁ ଲାଗିଲି ଆଉ ମୋ ସାଙ୍ଗ ଜିତୁ ମୋତେ ତା ବିଷୟରେ କହିଲା, ଝିଅ ଟି ଆମରୀ ଗାଁର , ତା ନା ଲିପ୍ସା | ତା ନା ଟା ଯେମିତି ଜାଣିବାକୁ ପାଇଲି ଏମିତି ଲାଗିଲା ତାକୁ ପାଇବା ଟା ଆଉ ଅଳ୍ପ ବାଟ | ଏମିତି କଲେଜ ରେ ଆଖି ଆଖିରେ କିଛି ଦିନ ଗଲା | ତାକୁ ମୋ କଥା ଜଣାପଡ଼ିଯାଇଥିବା ନିଶ୍ଚିତ ବୋଲି ଅନୁମାନ କଲି, ଦିନେ ସାଙ୍ଗ ମାନେ ସବୁ ମୋତେ କଥା କଥା ରେ କହିଲେ ତାକୁ ଯାଇ ମନ କଥା କହିବାକୁ, ଆମ ଶ୍ରେଣୀର ସବୁ ପିଲା, ପୁଅ ଝିଅ ସମସ୍ତେ
ମିଶି | ମୁଁ ମନରେ ଦମ୍ଭ ଧରି ଲିପ୍ସା କୁ ଅପେକ୍ଷା କଲି, ପ୍ରତିଦିନ ପ୍ରାୟ ସେ ସେ ଦେଇ ଆସେ | ସେ ଦିନ ବି ଆସିଲା ଆଉ ଆମ ଶ୍ରେଣୀ ପିଲା ମୋତେ ଦେଖୁଥାନ୍ତି ମୁଁ କଣ କରୁଛି | ଲିପ୍ସା ଆଉ ତା ସହ କିଛି ସାଙ୍ଗ ମାନେ ମଧ୍ୟ୍ୟ ଆସିଥାନ୍ତି | ସେ ପାଖକୁ ଆସିବା କ୍ଷଣି ମୁଁ ତା ନା ଧରି ଡାକିଦେଲି ଆଉ ସେ ହସି ଦେଇ କହିଲା ହଁ | ମୁଁ କହିଲି ଟିକେ ଶୁଣ, ତମ ସହ କିଛି କଥା ଅଛି | ବୋଧେ ତା ସାଙ୍ଗ ମାନେ ବୁଝିଗଲେ ଆଉ ସେଠୁ ସେମାନେ ତାକୁ ଛାଡି ଆଗକୁ ଚାଲିଲେ | ମୋ ଛାତି ସେତେବେଳେ ଥରୁଥାଏ | ମୁଁ ଟିକେ କାଂଥକୁ ଯାଇ କହିଲି ଲିପ୍ସା “I LOVE YOU” |

କାହିଁବା ମାତ୍ରେ ମୋ ଛାତି ଭିତରେ ଯେମିତି କିଛି ହେଇଯାଉଥିଲା ଆଉ ବହୁତ ଦ୍ୱାରା ବି ଲାଗୁଥିଲିଲା | ମନର କଥା କହିଦେଇ ମୋତେ ବହୁତ ହାଲୁକା ବି ଲାଗିଲା ଆଉ ସେ ବିଲକୁଲ କିଛି ନ କହି ଠିଆ ହେଲା | ମୁଁ କିଛି ସମୟ ପରେ କହିଲି କଣ କିଛି କୁହ, ତମେ କଣ ଚାଁହୁଛ କୁହ ? ସେ ଖାଲି ଉଁ ଉଁ କଲା ଆଉ ମୁଂହ ତଳକୁ କରି ରହିଥାଏ | ମୋ ନିଜ ଆଖପାଖ ଚାରି ଆଡେ ପଡିଲା, ଦେଖିଲି ବହୁତ ପିଲା ଆମକୁ ଦେଖୁ ଥାନ୍ତି | ଲିପ୍ସା କିଛି ଉତର ନଦେଇ ତଳକୁ ମୁଂହ ପୋତି ରହିବାଟା ସମସ୍ତଙ୍କୁ ସନ୍ଦେହ ଲାଗିଛି ହେଲେ ମୁଁ ସମସ୍ତଙ୍କୁ ଦେଖିବା ଦେଖି ସମସ୍ତେ ନଜର ବୁଲେଇଦେଲେ | ଲିପ୍ସା କୁ ଆଉ ଟିକେ ବାଧ୍ୟ କଲି ଯାହା ବି ଅଛି ମନରେ କହିଦେ ଯଦି ନାହିଁ କରିବୁ ତ ମଧ୍ୟ କହ, ସେ ହସିଦେଲା ଆଉ କହିଲା ହଁ, ମୁଁ ବହୁତ ଖୁସି ହେଇଗଲି, ଇଛା ହେଉଥିଲା ତା ଅଣ୍ଟାକୁ ଧରି ଘେରା ଘେରା ବୁଲେଇବାକୁ | ହେଲେ ସେଠୁ ଆଉ କଣ କହିବି କିଛି ବୁଝି ପାରିଲି ସେ କହିଲା ତାର କ୍ଲାସ ଅଛି ଆଉ ମୁଁ କହିଲି ହଁ ଯାଅ ପରେ କଥା ହବ | ସେଠୁ ମୁଁ ମୋ କ୍ଲାସ କୁ ଫେରି ଆସିଲି | ସବୁ ସାଙ୍ଗ ମୋ ଖୁସି ଦେଖି ବୁଝି ପାରିଲେ ଆଉ ମୋତେ ପାର୍ଟି ମଧ୍ୟ ମାଗିଲେ | ମୁଁ ଖୁସିରେ କାହାକୁ ମନା କରି ପାରିଲିନି ଆଉ ଦିନେ ଗୋଟେ ଛୋଟ ପାର୍ଟି ରଖିଲୁ ୬ ଜଣ ସାଙ୍ଗ ପୁଅ ଝିଅ ମିଶି, ସେମିତି କିଛି ଖାସ ନଥିଲା ହେଲେ ପାଖ ଢାବାରୁ ନାଁ ଆଣି ଖିଆ ହେଲା |

କିଛି ଦିନ ଭିତରେ ଲିପ୍ସା ସହ ମୋର ଘନିଷ୍ଠତା ବଢ଼ିଲା | ସେ ମୋତେ ଫୋନ କରେ, ଆମେ ଅନେକ ରାତି କଥା ହେଇ ହେଇ କଟେଇଛୁ | ରାତି ଯେତେ ବଢେ ସେତେସେତେ ମନା ଅମାନିଆ ହୁଏ ତାର ଆଉ କଥା ନେଇ ଚାଲି ଯାଏ ପୁଅ ଝିଅଙ୍କ ନିବିଡ ସମ୍ପର୍କ କୁ ନେଇ, ଯେମିତି କ୍ଲାସ ରେ କିଏ କାହାକୁ ଭଲ ପାଏ ଆଉ କାଉ ଝିଅ କହ ସହ ସମ୍ପର୍କ ରଖିଛି, ଗୋଟେ ଝିଅ ମୁଁହରୁ ଯୌବନରେ ଘଟୁଥିବା ସବୁ ବିଚିତ୍ର ଘଟଣାକୁ ଶୁଣିବାକୁ ସମସ୍ତ ଙ୍କୁ ଭଲ ଲାଗେ ଆଉ ଲିପ୍ସା ଯେବେ ମୋତେ କୁହେ କଲେଜ ର ପୁଅ ଝିଅ ଙ୍କ ସମ୍ପର୍କ କଥା ମୋତେ ବି ଶୁଣିବାକୁ ଭଲ ଲାଗେ | ସେ ସେତେବେଳେ ଟିକେ ଟିକେ ମୋତେ ଲାଜ କରୁଥିଲା ଆଉ କିଛି କିଛି କଥା କହିଦେଉଥିଲା, ଯେମିତି ତାଙ୍କ ପଡିଶା ଘର ଝିଅ କଥା ଯିଏ ପ୍ରତି ରାତିରେ ସାହି ର ଗୋଟେ ଟୋକା ସହ ନ ହେଲେ ମାନେ ତା ସହ ସେକ୍ସ ନ କଲେ ରହି ପାରେନା ଆଉ ସବୁ ଦିନ ସେ ଅଧା ରାତିରେ ସେ ଟୋକା ପାଖକୁ ଯାଏ ଆଉ ସେକ୍ସ କରିକି ଆସେ, ଆଉ ସେହି ଝିଅର ପିଲା ଦିନରେ କେମିତି ତାଙ୍କ ପଡିଶା ଘର ଆଉ ଜଣେ ବଡ ଲୋକ କେମିତି ତା ସହ କରୁଥିଲା ସେ କଥା ମଧ୍ୟ୍ୟ କୁହେ |

ଏମିତି ନନ-ଭେଜ କଥା ହେଲେ ମୁଡ଼ ଆସିଯାଏ ଆଉ ସେ ବି ମୋତେ କୁହେ ତମେ ବାହା ହେଲେ କଣ କରିବ | ମୁଁ ଗରମ ହେଇଯାଏ, ଏ କଥା ବୋଧେ ସେ ତାର ସାଙ୍ଗ ବାହାଘର ପରେ ମୋତେ ପଚାରିଥିଲେ ଯଉଁଦିନ ସେ ତାର ଘର ଲେଉଟାଇଥିବା ସାଙ୍ଗ ସହ ତାର ବାସନା ରାତି କଥା କଥା ହେଇଥିଲା, ଠିକ ସେ ଦିନ ମୋତେ କହିଲା, ଆଉ ବହୁତ ଗରମ, ଲାଗୁଥିଲା | କଥା କଥାରେ କହିଦେଲା ତମ ପାଖକୁ ଚାଲିଯିବାକୁ ଏବେ ଇଛା ହଉଚି | ମୁଁ କହିଲି ଆସ, ସେ କହିଲା ନାଇଁ ଥାଉ | ଏମିତି ରାତି ରାତି ଯେତେ କଥା ଚାଲୁଥାଏ ଦେହରେ ଗରମ ସେତେ ବଢୁଥାଏ ଦିନେ କଥା କଥା ମୁ କହିଲି ମୁଁ ତମକୁ କରିବାକୁ ଇଛା ହଉଚି, ସେ ବି କହିଲା ମୋତେ ବି ବହୁତ ଇଛା ହଉଚି | ସେଠୁ କେମିତି କାରକରି ହବୁ ବୋଲି ପ୍ଲାନ କଲୁ |

ଦୁଇ ଦିନ ପରେ ତାଙ୍କ ଘରେ ସେ ଏକ ରହିବାର ଯୋଜନା ଥିଲା ତା ବାପା ବୋଉ ବାହାଘରକୁ ଯାଇଥିଲେ ଆଉ ଘରେ ସେ ଏକଦମ ଏକା | ସହି ପଡିଶା ଥିଲେ ତାର ହେଲେ ଟିକେ ଛଡା ଚଡି ଘର | ଦିନରେ ଘରେ ରହିକି ରାତିରେ ପଡିଶା ଘରେ ଯାଇ ଶୋଇବା ବୋଲି ତା ବାପା ବୋଉ କହିଦେଇଥାନ୍ତି | ଲିପ୍ସା ସେ ଭିତରେ ପରୀକ୍ଷା ବହନ କରି ଆମ ଦୁହିଁଙ୍କ ସଙ୍ଗମ ପାଇଁ ପ୍ଲାନ ରଖିଥାଏ | ମୁଁ ମୋ ବାଇକ ନେଇ ତାଙ୍କ ଗାଁ କୁ ଗଲି, ଯେହେତୁ ଆମ ଯୋଜନା ବିଷୟରେ କେହି ଜାଣିନଥାନ୍ତି, ମୁଁ ଗୋଟେ ଗାଁ ପୂର୍ବରେ ମୋ ସାଙ୍ଗ ଘର ଥିଲା ଆଉ ସାଙ୍ଗ ଘରେ କେହି ନଥିଲେ ମୁଁ ବହନ ଦେଖେଇ ତାଙ୍କ ଘରେ ବାଇକ ଥୋଇଦେଲି ଆଉ ଚାଲି ଚାଲି ଗୋଟେ କିଲୋମିଟର ଗଲି | ଲିପ୍ସା ର ଘର ସାହିରୁ ଟିକେ ସାଇଡ ରେ ଥାଏ ସେଥିପାଇଁ କୁଆଡେ ନ ଚାହିଁ ମୁଁ ତାଙ୍କ ବାରି ପଟ ଦେଇ ତାଙ୍କ ପଛ ଅଗଣାରେ ଯାଇ ପହଂଚିଲି | ଲିପ୍ସା ର ବାରି ପଟେ ଗୋଟେ ଚାଲ ଘର ଆଉ ଭିତରକୁ ପକ୍କା ଘର | ମୁଁ ଫୋନ କଲି ଆଉ ସେ ଆସିଲା, ଚାରି ଆଡେ ଉଣ୍ଡି ମୋତେ ଭିତରକୁ ଡାକିନେଲା |

…….. ଆଗକୁ ବହୁତ କିଛି ଅଛି ଜଲ୍ଦି ଏ କାହାଣୀ ର ଅନ୍ୟ ଭାଗ ପ୍ରକାଶ ପାଇବ

]]>
//otelsan.ru/xbrasilporno/ie-love-nunhe-friendship-ekabinsa-saptabdi-ra-charitrahina-jubati/feed/ 16