Odia Jouna Sikhya – | otelsan.ru //otelsan.ru Odia Sex Stories Mon, 18 Feb 2019 12:15:19 +0000 en-GB hourly 1 /> ଫୋରପ୍ଲେ ଦ୍ୱାରା ସେକ୍ସର ଅଧିକ ମଜା ଉଠାନ୍ତୁ – Foreplay Dwara Sex Ra Adhika Maja Uthantu | otelsan.ru //otelsan.ru/xbrasilporno/foreplay-dwara-sex-ra-adhika-maja-uthantu/ //otelsan.ru/xbrasilporno/foreplay-dwara-sex-ra-adhika-maja-uthantu/#respond Mon, 18 Feb 2019 12:15:19 +0000 //otelsan.ru/xbrasilporno/?p=4891 [...]]]>
ଯୌନ କାମନାର ଏହି ବିଶେଷ ପଂକ୍ତି କୁ ସରଳ ବୁଝାଇବାକୁ ଭାଉଜର ଏକ ଛୋଟ ପ୍ରଚେଷ୍ଟାକୁ ନେଇ ଆଶା କରୁଚୁ ଏହି ଦ୍ୱାରା ପାଠକ ବନ୍ଧୁ ଓ ବାନ୍ଧବୀ ମାନେ ଲାଭବାନ ହୋଇ ପାରିବେ ତଥା ନିଜର ଯୌନ ଜୀବନରେ ଆନନ୍ଦ ଲାଭ କରି ପାରିବେ |

ଫୋରପ୍ଲେ କଣ ?

ଯେକୌଣସି କାମ କରିବା ପୂର୍ବରୁ ତାହା ପାଇଁ ସଜବାଜ କରିନେବା ନିହାତି ଆବଶ୍ୟକ | କୁହା ଯାଏ କାମ ପାଇଁ ନିଜର ସଜାବାଜକୁ ଦେଖି ହଁ କଳନା କରିହୁଏ ଆପଣ କାମରେ କେତେ ସଫଳ ହେବେ | ଆପଣ ଓ ଆପଣଙ୍କ ସାଥି ସବୁ ସମୟରେ ସେକ୍ସ କରିବାର ଜିଜ୍ଞାସାରେ ନଥାନ୍ତି | ଏଥିପାଇଁ ମଧ୍ୟ୍ୟ ଆପଣଙ୍କୁ ଆଗରୁ ଠିକଠାକ କରିବାକୁ ହୁଏ | ସେକ୍ସ କରିବା ପୂର୍ବରୁ ପ୍ରଥମ ଆପଣ ଆପଣଙ୍କ ସାଥି କୁ ମଧ୍ୟ୍ୟ ମାନସିକ ଓ ଶାରୀରିକ ସ୍ଥରରେ ରାଜି କରିବାକୁ ହେବ | ସାଥି କୁ ମାନସିକ ଓ ଶାରୀରିକ ସ୍ଥରରେ ରଜିକରେଇବାକୁ ହିଁ ଫୋରପ୍ଲେ () କୁହାଯାଏ | ଫୋରପ୍ଲେ ଗୋଟିଏ ଇଂରାଜୀ ଶବ୍ଦ ଯାହାର ଅର୍ଥ ଯୌନ ସମ୍ଭୋଗ ପୂର୍ବରୁ ପ୍ରେମୀ ଯୁଗଳ ମଧ୍ୟ୍ୟରେ କରାଯାଉଥିବା କ୍ରୀଡା | ଏଥିରେ ଆପଣ ଆପଣଙ୍କ ସାଥୀକୁ ପୁର୍ଣ ରୂପେ ସନ୍ତୁଷ୍ଟି ଦେଇ ପାରିବେ | ଫୋରପ୍ଲେ କୁ ଆପଣେଇ ହିଁ ଆପଣ ଦୁହେଁ ଯୌନ ର ଚରମ ଆନନ୍ଦ ନେଇ ପାରିବେ | | ଯେଉଁଥିରେ ଶରୀରର ଯୌନ ଉତେଜନାକୁ ବଢାଇବା ସମସ୍ତ ପଦକ୍ଷପ ରହିଛି ଯେପରିକି, ଚୁମ୍ବନ, ଘର୍ଷଣ, ଆଲିଙ୍ଗନ ଏହିପରି ଅନେକ କିଛି |

ଫୋରପ୍ଲେ କରିବାର ଉପାୟ :

ପ୍ରତିଟି କାମ କରିବାର କିଛି ଉପାୟ ରହିଛି, ସଠିକ ପଦ୍ଧତି ରେ କାମକୁ କଲେ ନିଶ୍ଚିତ ରୂପେ ରୋମାଞ୍ଚକର ଲାଗିବ ସହ ଆନନ୍ଦ ଲାଗେ | ସେହି ଭଳି ଫୋରପ୍ଲେ କୁ କରିବାର ମଧ୍ୟ୍ୟ କିଛି ପଦ୍ଧତି ରହିଛି |
୧. ପ୍ରେମ ଭରା କଥାବାର୍ତା :
ଏହାକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ସାଥୀର ହାତକୁ ପ୍ରେମର ସହ ଧରିବାକୁ ହେବ | ତା ପରେ ସାଥି ର ଅତି ନିକଟକୁ ଆସି କଣାରେ ଅଳ୍ପ ଅଳ୍ପ ଶବ୍ଦ କରି ଆପଣ କଣ କରିବାକୁ ଚାଁହୁଛନ୍ତି ଆଉ କେମିତି କରିବାକୁ ଚାଁହୁଛନ୍ତି କୁହନ୍ତୁ |
୨. ସାଥୀର ଶରୀରକୁ ପ୍ରେମଭରା ସ୍ପର୍ଶ ଓ ଅନୁଭବ ଦିଅନ୍ତୁ :
ଆପଣଙ୍କ ସତୀର ଶରୀରକୁ ପ୍ରେମଭରା ଅନୁଭବରେ ଛୁଇଁବାକୁ ହେବ | ଏଠି ପାଇଁ ଆପଣ ତାଙ୍କ ଜଙ୍ଘର ଆଖପାଖ କୌଣସି ଜାଗାକୁ ଧୀରେ ଧୀରେ ଶୁଆଁଳନ୍ତୁ | ଯେମିତି ଆପଣ ତାଙ୍କୁ ଛୁଇଁବେ ଅଧିକରୁ ଅଧିକ ତାଙ୍କ ମନ ଓ ଦେହ ଭିତରରେ ଉତେଜନା ଜାଗି ଉଠିବା |
୩. ସାଥୀର ଆଖିକୁ ମଦୁଆଲା ନଜରରେ ଦେଖନ୍ତୁ:
ଅଖିଆ ଆପଣଙ୍କ ଭାବନାକୁ ପ୍ରସ୍ତାବିତ କରିବାର ଏକ ଜରିଆ ହୋଇଥାଏ | ଯେତେବେଳେ ଆପଣ ଆପଣଙ୍କ ସାଥୀକୁ ପ୍ରେମ ଓ କାମନା ଭରା ନଜରରେ ଦେଖିବେ ତେବେ ଆପଣଙ୍କ ସାଥି ମଧ୍ୟ୍ୟ ଆପଣଙ୍କୁ ଦେଖି ଜାଣିଯିବେ ଆପଣଙ୍କ ମନରେ ତାଙ୍କୁ ନେଇ କଣ ସବୁ ଭାବନା ଚାଲିଛି | ସେ ଆପଣଙ୍କ ସହ ଧୀରେ ଧୀରେ ସେକ୍ସ ପାଇଁ ନିଜକୁ ପ୍ରସ୍ତୁତ କରିବେ |

୪. କାନ ଉପରେ ଧ୍ୟାନଦେବା ବହୁତ ଗୁରୁତ୍ୱ ଅଟେ :
ମହିଳାଙ୍କର କାନର ଅଖା ପାଖ ତ୍ୱଚା ଦେହରେ ସମ୍ବେଦନ ଯାଗାଇବାରେ ସାହାଯ୍ୟ କରେ | ସାଥୀର କାନର ଅଖା ପାଖ ଜାଗାକୁ ହାଲକେଇକି ଟିକେ କାମୁଡିବା କିମ୍ବା ଜିଭକୁ ସଲସଲ କରିବା ଦ୍ୱାରା ତାଙ୍କ ଭିତରେ ଜୋରରେ ହଲଚଲ ହେବା ଆରମ୍ଭ ହୋଇଯାଏ | ଏଥିରେ ମହିଳା ସାଥି ଯେମିତି ମୁଡ଼ରେ ଥିଲେ ମଧ୍ୟ୍ୟ ଯୌନ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି |
୫. ସମ୍ବେଦନା ପୂର୍ଣ୍ଣ ଜାଗାକୁ ସୁଆଁଳନ୍ତୁ :
ମହିଳାଙ୍କ କାନ୍ଧରୁ ନେଇ ଆଣ୍ଠୁ ଯାଏଁ ସବୁ ଅଂଶକୁ ଧୀରେ ଧୀରେ ସୂଅନ୍ଲନ୍ତୁ ଦେଖିବେ ସେ ଯୌନ କାମିନୀ ହୋଇ ଉଠିବେ |
୬. ଦେହରୁ ବସ୍ତ୍ର ଖୋଲିବାରେ ତରବର ହୁଅନ୍ତୁ ନାହିଁ :
ଫୋରପ୍ଲେ ସମୟରେ ମହିଳା ସାଥୀର ଦେହରୁ ବସ୍ତ୍ର କାଢ଼ିବାରେ ବ୍ୟସ୍ତତା ନ ଦେଖେଇ ତାହାକୁ ଧୀରେ ଧୀରେ କରନ୍ତୁ | ବସ୍ତ୍ର ଖୋଲିବା ପରେ ଯେମିତି ଦେହରୁ ବସ୍ତ୍ରକୁ ଅଲଗା କରୁଛନ୍ତି ସେମିତି ତାଙ୍କ ଦେହକୁ ଚୁମ୍ବନ ପରେ ଚୁମ୍ବନ ଦେଇ ଚାଲନ୍ତୁ | ସତରେ ଆପଣ ଦେହରୁ ବସ୍ତ୍ର ବାହାର କରି ଯେମିତି ଚୁମ୍ବନ ଦେଇ ଚାଲିବେ ନା ସେ ଅଧିକ ଅସ୍ଥିର ହେବାକୁ ଲାଗିବେ |
୭. କୌଣସି ନୂଆ ବିକଳ୍ପ ବିଷୟରେ ନିଶ୍ଚିତ ଭାବନ୍ତୁ:
ଯେତେବେଳେ ଆପଣ ତାଙ୍କ ସହ ଫୋରପ୍ଲେ କରୁଛନ୍ତି, ତାଙ୍କ ଗଳାରେ ମଧ୍ୟ୍ୟ ଚୁମ୍ବନ ଦିଅନ୍ତୁ | ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ, ଯାହା ତାଙ୍କୁ ଅଧିକ ଉତେଜିତ କରିବ |
୮. ସ୍ତନ ଦ୍ୱାରା ମହିଳାଙ୍କୁ ଉତେଜିତ କରାଯାଇ ପାରେ :
ମହିଳାଙ୍କୁ ଯୌନ କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ସମ୍ପୂର୍ଣ ପ୍ରଚେଷ୍ଟା କରିବାକୁ ହେବା | ସ୍ତନ ମହିଳାଙ୍କର ସବୁଠାରୁ ଅଧିକ ସମ୍ବେଦନଶୀଳ ଅଙ୍ଗ ଅଟେ | ମହିଳାଙ୍କ ନିପୀଲ (ସ୍ତନ ଭୁଣ୍ଡି ବା ମୁଣ୍ଡି ) ବ୍ୟତୀତ ସ୍ତନରେ ଅନେକ ଉତ୍ତେଜନକାରି ନାସା ରହିଛି ଯାହା ତାକୁ ଜଲ୍ଦି ଉତେଜିତ କରିଦିଏ | ବାସ ଆପଣଙ୍କୁ ସ୍ତନକୁ ଜୋର ଜୋର ମନ୍ଥନ କରିବ ଦରକାର ଯେମିତିକି ସବୁ ଜାଗାରେ ଆପଣଙ୍କ ସ୍ପର୍ଶ ହୋଇ ପାରିବ ଆଉ ମହିଳାଙ୍କ କାମନା ବଢିଚାଲିବ |
୯. ଆପଣଙ୍କ ଜିଭ ଆଉ ହାତରେ ଥାଏ ଅଜବ ଯାଦୁ :
ଆପଣ ମହିଳାଙ୍କୁ ନିଜର ଜିଭ ଆଉ ହାତର ପ୍ରେମଭରା ଅନୁଭବ ଦେଇ ମଧ୍ୟ୍ୟ ଉତେଜିତ କରିପାରିବେ | ମହିଳାଙ୍କ ଶରୀର ସମ୍ବେଦନାଶିଳ ଅଙ୍ଗରେ ପୁରୁଷଙ୍କ ହାତର ସ୍ପର୍ଶ ବାଜିବା ମାତ୍ରେ ଦେହରେ ଅଦ୍ଭୁତ ତରଙ୍ଗ ସୃଷ୍ଟି ହୁଏ ଯାହା କାମୁକ ମନ ବୃତିକୁ ଜଗାଏ | ମହିଳାଙ୍କ ସ୍ତନକୁ ଜିଭରେ ଅଳ୍ପ ଅଳ୍ପ ସୁଆଁଳନ୍ତୁ ଦେଖିବେ ସେ ଆପଣଙ୍କୁ କୁଣ୍ଢେଇ ନେବେ ଜୀନା ଛାତିକୁ |
୧୦. ଗଳା, ସ୍ତନ ଓ ଜଙ୍ଘ ପାଖାପାଖି ଚୁମ୍ବନ ଦିଅନ୍ତୁ :
ତାଙ୍କ ଗଳାରେ, ଜଙ୍ଘ ସନ୍ଧି, ସ୍ତନ ଆଦି ପାଖରେ କିସ କରନ୍ତୁ | ଏଥିରେ ମଧ୍ୟ୍ୟ ଅଳ୍ପ ସମୟ ମଧ୍ୟରେ ସାଥୀକୁ ଉତେଜିତ କରିବାର କ୍ଷମତା ଥାଏ |

ଫୋରପ୍ଲେ କରିବାର ଲାଭ:

ସବୁ ସମ୍ପର୍କରେ କିଛିଟା ମଧୁର ମୃହୁତ୍ୱ ରହିଥାଏ | ଫୋରପ୍ଲେ ମଧ୍ୟ୍ୟ ଆପଣଙ୍କ ଜୀବନର ଏମିତି ଏକ ଖାସ ମୃହୁତ୍ୱ ଯାହା ଆପଣ ଆଉ ଆପଣଙ୍କ ସାଥି ମିଳିତ ଭାବେ ଅପୂର୍ବ ଆନନ୍ଦର ଅନୁଭବ କରନ୍ତି | ମନଵୈଜ୍ଞାନିକଙ୍କ ମତରେ ସବୁ ପୁରୁଷ ମହିଳାଙ୍କୁ ଚରମ ସୁଖ ପ୍ରଦାନ କରିବାକୁ କିଛି ସମୟ ନିଶ୍ଚିତ ଲାଗେ | ଏଥିପାଇଁ ମହିଳାଙ୍କୁ ପୂର୍ଣ୍ଣ ସନ୍ତୁଷ୍ଟି ଦେବାକୁ ହେଲେ ଫୋରପ୍ଲେ ନିହାତି ଆବଶ୍ୟକ ଯାହା ସ୍ୱାଭାବିକ ଭାବେ ହୋଇଥାଏ |
ପୁରୁଷଙ୍କୁ କେବଳ ସେକ୍ସ ସମ୍ବନ୍ଧରେ ଭାବିବା ମାତ୍ରେ ସେକ୍ସ କରିବାର ଇଛା ଜାଗେ ହେଲେ ମହିଳାଙ୍କୁ ଏଠି ପାଇଁ କିଛି ସମୟ ଲାଗେ | ଫୋରପ୍ଲେ ସାଥୀକୁ ମନୀଷିକ ଓ ଶାରୀରିକ ସ୍ଥରରେ ଯୌନ କାର୍ଯ୍ୟକୁ ସଫଳରୂପେ ସକ୍ରିୟ କରେ | କିଛି ମହିଳାଙ୍କୁ ଚୁମ୍ବନ କଲେ, କୁଂଢ଼େଇନେଲେ, କିମ୍ବା ସୁଆଁଳିଲା ମାତ୍ରେ ତାଙ୍କ ଯୋନିରୁ ତରଳ ପଦାର୍ଥ ବାହାରି ଆସେ | ସେହି ତରଳ ପଦାର୍ଥ ସେକ୍ସ ସମୟରେ ସଫଳ ମିଳନ ପାଇଁ ବହୁତ ଜରୁରୀ ହୋଇଥାଏ |
ମହିଳାଙ୍କ ଯୋନି ପାଖରେ ନାସାରେ ଶକ୍ତ ପ୍ରବାହ ପାଇଁ ହିଁ ଫୋରପ୍ଲେ କରାଯାଇଥାଏ | ଏଥିରେ ମହିଳାଙ୍କ ଉତ୍ତେଜନା ବଢିଯାଏ ଆଉ ଏହି ଉତ୍ତେଜନା ହିଁ ଚରମ ଆନନ୍ଦ ପ୍ରାପ୍ତ କରିବାର ରାସ୍ତା ବନିଥାଏ |
ବିଶେଷଜ୍ଞଙ୍କ ମତରେ ମହିଳା ମାନେ ସେକ୍ସ କରିବା ପୂର୍ବରୁ ସାଥି ସହିତ ଭାବାତ୍ମକ ଭାବେ ବିଶ୍ୱାସର ସହିତ ଜଡିତ ହେଇଯାଆନ୍ତି| ଏଥିରୁ ସେମାନେ ବୁଝିପାରନ୍ତିକି ତାଙ୍କ ସାଥି ତାଙ୍କ ସହ ସାଥି ହୋଇ ରହିବାକୁ ଚାଁହୁଛନ୍ତି କି ନାଇଁ | ଫୋରପ୍ଲେ ହିଁ ସେହି ସୁଯୋଗ ଯାହା ଦ୍ୱାରା ସାଥୀର ମନରେ ବିଶ୍ୱାସ ଜଗା ଯାଇ ପାରେ ଓ ସାଥୀର ଭରଷା ମଧ୍ୟ୍ୟ ଜିତିବା ସମ୍ଭବ ହୁଏ |

କେତେ ସମୟ ପାଇଁ ଫୋରପ୍ଲେ କରିବା ଆବଶ୍ୟକ ?:

କିଛି ବିଶେଷଜ୍ଞଙ୍କ ମତରେ ଦମ୍ପନ୍ତି ବା ପ୍ରେମୀ ଯୁଗଳଙ୍କୁ ୧୦ ରୁ ୨୦ ମିନିଟ ଫୋରପ୍ଲେ କରିବା ଆବଶ୍ୟକ | କିନ୍ତୁ ଏହା ସମ୍ପୂର୍ଣ ରୂପେ ଆପଣ ଓ ଆପଣଙ୍କ ସାଥୀର ଭାବନା ଓ ବ୍ୟାକୁଳତା ଉପରେ ନିର୍ଭରଶୀଳ | କିଛି ମହିଳାଙ୍କ ବହୁ ଶୀଘ୍ର ଉତେଜିତ ହୁଅନ୍ତି ଆଉ କିଛି ମହିଳା ଉତେଜିତ ହେବାର ଚରମ ସୀମାରେ ପଂହଁଚିବା ଲାଗି ବହୁତ ସମୟ ଲାଗେ | ବ୍ୟକ୍ତି ଓ ମହିଳା ସମାନ ଥାଇ ମଧ୍ୟ୍ୟ ସମୟକୁ ନେଇ ମଧ୍ୟ୍ୟ ଉତ୍ତେଜନା ସୃଷ୍ଟିର ସମୟରେ ବିଳମ୍ବତା ଆସିପାରେ |

ଫୋରପ୍ଲେ କୁ ନେଇ ପୁରୁଷଙ୍କ ଭୁଲ ଧାରଣା:

ଯୌନ ସମ୍ଭୋଗରେ ପ୍ରାୟ ପରିଲିକ୍ଷିତ ହୁଏ ପୁରୁଷ ସାଥି ( ମହିଳା ମଧ୍ୟ୍ୟ ) ସେକ୍ସ କୁ ସାଧାରଣ କାମ ଭାବି ଜଲଦି ଶେଷ କରିଦିଅନ୍ତି | କିନ୍ତୁ ମହିଳା ସାଥି ଆଶା କରିକି ତାଙ୍କ ଯୌନ ସାଥି ତାଙ୍କ ସହ ଅଧିକରୁ ଅଧିକ ଫୋରପ୍ଲେ ରେ ସମୟ ବିତାଉ | ଫୋରପ୍ଲେ କୁ ନେଇ ପୁରୁଷଙ୍କ ଭିତରେ କିଛି ଭୁଲ ଧାରଣା ରହିଛି ଚାଲନ୍ତୁ ସେ ସବୁ କୁ ଆଲୋଚନା କରିବା |
୧. କିଛି ପୁରୁଷଙ୍କୁ ଫୋରପ୍ଲେ ରେ ରୁଚି ନଥାଏ ଆଉ ସେମାନେ ଆରମ୍ଭରୁ ସେକ୍ସ କରିଚାଲନ୍ତି. ସେକ୍ସ କୁ ବାସ ନିତିଦିନିଆ କାମ ବୋଲି ମନେ କରନ୍ତି | କିନ୍ତୁ ପ୍ରାୟ ନାରୀଙ୍କୁ ପୁରୁଷଙ୍କ ଫୋରପ୍ଲେ ଭଲ ଲାଗେ ଆଉ ସେଥିରେ ଆଶା ଥାଏ | ଯେତେବେଳେ ଆପଣ ସାଥି ସହ ସେକ୍ସ କରିବାକୁ ଚାଁହୁଛନ୍ତି ତେବେ ଆପଣଙ୍କୁ ତାଙ୍କ ପ୍ରତି ତାଙ୍କ ସୁଖ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ |
୨. ସାଥି ସହ ସେକ୍ସ କରିବା ବେଳେ କିଛି ପୁରୁଷ ସାଥି ସହ ଆଦ୍ଵଂ ପ୍ରେମ ଭରା କଥାବାର୍ତା କରନ୍ତି ନାହିଁ | ଯାହାକି ପୁରୁଷଙ୍କ ସବୁଠାରୁ ବଡ ଭୁଲ | ବିଶେଷଜ୍ଞନ ଙ୍କ କହିବା ଅନୁଯାଇ ଏଥିରେ ମହିଳା ଭାବନ୍ତି ତାଙ୍କ ସ୍ୱାମୀ କେବଳ ତାଙ୍କୁ ଶାରୀରିକ ସୁଖ ପାଇଁ ବ୍ୟବହାର କରୁଛନ୍ତି କିନ୍ତୁ ପ୍ରେମ କରନ୍ତିନି | ଯଦି ଗୋଟେ ସୁଖମୟ ଯୌନକ୍ରୀଡା କରିବାକୁ ଚାଁହୁଛନ୍ତି ତେବେ ସାଥି ସହ ଧିମି ଧିମି ଫୁସ ଫୁସ ଆବାଜରେ କଥା ହେଇ ତାଙ୍କ ମନ କଥା ଜଣାନତୁ | ତାଙ୍କ ମନକୁ ବୁଝି ଯୌନ କ୍ରୀଡା କରନ୍ତୁ |
୩. କିଛି ପୁରୁଷ ସେକ୍ସ କଲାବେଳେ ମହିଳା ସାଥି ସହ ଜବରଦସ୍ତି କରନ୍ତି, ଏହି ଭଳି ବ୍ୟବହାରରେ ମହିଳାମାନଙ୍କ ହୃଦୟ ଭାଙ୍ଗି ପଡେ ବେଳେ ବେଳେ କିଛି ମହିଳା କାନ୍ଦିବାକୁ ଲାଗନ୍ତି ଆଉ କିଛି ସେ ସମୟରେ ସହଯୋଗ କଲେ ମଧ୍ୟ୍ୟ ପଛରେ ପୁରୁଷ ସାଥି ପ୍ରତି ତାଙ୍କ ଆଶା ଭରଷା କମି ଯାଏ ଯାହା ସମ୍ପର୍କରେ ବିପତି ଆଣିବାର ଆଶଙ୍କା ଥାଏ | ବେଳେ ବେଳେ ମହିଳା ମାନେ ଜବରଦସ୍ତି ସେକ୍ସ ରେ ବି ରାଜି ହୋଇଯାଆନ୍ତି ହେଲେ ଏହି ପ୍ରକ୍ରିୟା ବାରମ୍ବାର ହେଲେ ସେ ଆପଣଙ୍କୁ ପରପୁରୁଷ ଭଳି ଘୃଣା କାରି ପାରନ୍ତି |
୪. କିଛି କ୍ଷେତ୍ରରେ ପୁରୁଷ କିଛି ନିର୍ଦ୍ଧିଷ୍ଟ ଜାଗା କିମ୍ବା କିଛି ନିର୍ଦ୍ଧିଷ୍ଟ ସମୟରେ ସେକ୍ସ କରନ୍ତି | ଯାହାକୁ ନେଇ ମହିଳାଙ୍କୁ ରୋମାଞ୍ଚ ମିଳିନଥାଏ ଓ ସେ ନୂଆ ଜାଗା ଓ ଅଲଗା ଅଲଗା ସମୟରେ ସେକ୍ସ କରିବାକୁ ଭଲ ପାଆନ୍ତି | କିନ୍ତୁ ପୁରୁଷଙ୍କ ଭାବନାରେ ଏହି କଥା କେବେ ଆସିନଥାଏ |
୫. ସେକ୍ସ କରିବା ସମୟରେ ଭୁଲ କୁ ସୁଧାରିବାକୁ ପ୍ରୟାସ କଲେ ଆପଣଙ୍କ ମଧ୍ୟରେ ସାମଞ୍ଜସ୍ୟ ବଢିବା ସହ ସମ୍ପର୍କରେ ଅତ୍ମୀୟତା ମଧ୍ୟ୍ୟ ରହିବ | ବାସ୍ତବରେ ଯୌନ ମଧ୍ୟ୍ୟ ପ୍ରେମ ଭଳି ଭାବ ଓ ଶରୀରର ଉତ୍କଣ୍ଠାର ଆଦାନ ପ୍ରଦାନ ଯେଉଁଥିରେ ବ୍ୟବସାୟ ଭଳି ଦୁଇ ସମ୍ବନ୍ଧୀ ମଧ୍ୟରେ ଚୁକ୍ତି ହେଇଥାଏ | ଯେପର୍ଯ୍ୟନ୍ତ ଚୁକ୍ତିକୁ ଉଭୟ ଜନ ଅବମାନନା କାରି ନାହାନ୍ତି ସେ ପର୍ଯ୍ୟନ୍ତ ସମ୍ପର୍କରେ କୌଣସି ବାଧା ଆସିବା ନାହିଁ |

ଆଶା କରୁଚୁ ଆଜିର ଏହି ଯୌନ ଭିତିକ ଶିକ୍ଷା ଟିକକ ଆପଣଙ୍କୁ ଆପଣଙ୍କ ସାଥିକୁ ଖୁସିରେ ରଖିବାକୁ ସାହାଯ୍ୟ କରିବା ଆଉ କାମନା କରୁଚୁ ଆପଣଙ୍କ ଯୌନ ଜୀବନ ଖୁସିରେ ଆଗକୁ ଚାଲୁ | ଏଥିରେ ପୁରୁଣାଙ୍କ ଧ୍ୟାନଦେବା ପାଇଁ ପରବତାଇଯାଇଥିବା ବେଳେ ଏହି ସବୁ ମଧ୍ୟ୍ୟ ନାରୀମାନଙ୍କୁ କାର୍ଯ୍ୟକାରୀ କରିବାକୁ ହେବା | ଉଭୟ ଉଭୟଙ୍କ ପ୍ରତି ପ୍ରେମ ହିଁ ଆପଣଙ୍କ ସଫଳ ଜୀବନ କୁ ଆଗକୁ ଆଗେଇ ନେଇଯିବା |

]]>
//otelsan.ru/xbrasilporno/foreplay-dwara-sex-ra-adhika-maja-uthantu/feed/ 0
ଆପଣଙ୍କ ଜୀବନ ସାଥୀର କୁଆଁରୀତ୍ୱ କେମିତି ଚେକ କରିବେ? – Apana Nka Jibana Sathira Kunwaritwa Kemiti Chek Karibe | otelsan.ru //otelsan.ru/xbrasilporno/apana-nka-jibana-sathira-kunwaritwa-kemiti-chek-karibe/ //otelsan.ru/xbrasilporno/apana-nka-jibana-sathira-kunwaritwa-kemiti-chek-karibe/#comments Wed, 02 Jan 2019 04:14:48 +0000 //otelsan.ru/xbrasilporno/?p=4374 [...]]]> ହାଏ, ଭାଉଜ ପାଠକ ମୁଁ ରବି, ଆପଣ ମାନଙ୍କୁ ମୁଁ ଆଜି ଗୋଟେ ନୂଆ ଯୌନ ଶିକ୍ଷ୍ୟା ବିଷୟରେ ଜଣାଇବାକୁ ଯାଉଛି | ପ୍ରାୟ ସବୁ ପୁରୁଷ ମାନେ ନିଜ ପ୍ରେମିକା ହଉ ବା ସ୍ତ୍ରୀ କୁଆଁରି ଅଛନ୍ତି କି ନାହିଁ ଜାଣିବାକୁ ବହୁତ ଇଛୁକ | କିଛି ଲୋକ ତା ୟାକୁ ନେଇ ଜୀବନ ମରଣ ସମସ୍ୟା ଶୃଷ୍ଟି କରି ଦିଅନ୍ତି | ଆମ ଦେଶରେ କୁଆଁରୀତ୍ୱ କୁ ପ୍ରଥମ ଆବଶ୍ୟକତା ରୂପେ ଦେଖା ଯାଏ ହେଲେ କଣ ଆପଣ ଇଛା କଲା ଭଳି ଝିଅ ସହ ଆପଣଙ୍କର ବାହାଘର ହୋଇଛି କି ? ଚିନ୍ତା କରନ୍ତୁନି ଏହି ଲେଖା ରେ ଆପଣ ମାନେ ଏହାର ଉତ୍ତର ନିଜେ ଖୋଜି ପାଇ ପାରିବେ |
ଯଦି ଏହି ପ୍ରଶ୍ନ ନେଇ ଆପଣ ନିଜ ସାଙ୍ଗ ମାନଙ୍କ ସହ ଆଲୋଚନା କରନ୍ତି ତେବେ ସେମାନେ ଆପଣଙ୍କୁ ଅନେକ କିଛି ଉପଦେଶ ମଧ୍ୟ୍ୟ ଦେବେ ଯେପରି, ଯଦି ପ୍ରଥମ ସମ୍ଭୋଗରେ ଯଦି ଝିଅର ଯୋନିରୁ ରକ୍ତ ନ ବାହାରେ ତେବେ ସେ କୁଆଁରୀ ନଥିଲା, କାହା ସହ ସେ ପୂର୍ବରୁ ସେ ସମ୍ଭୋଗ ନିଶ୍ଚିତ କରିଛି, ତେବେ ଏ କଥା ଆପଣଙ୍କର ବିଚାର କୁ ଭୁଲ ଦିଗ ଦେଖେଇ ପରେ ଆଉ ଆପଣ ଭୁଲ ରେ ନିଜର ସମ୍ପର୍କରେ ଫାଟ ସୃଷ୍ଟି କରି ପାରନ୍ତି | ତେବେ କୁନାରୀତ୍ୱ କୁ ପ୍ରାୟ ଝିଅର ଯୋନିର ଝିଲି ଫାଟିଛି କି ନାହିଁ ବୋଲି ଦେଖା ଯାଏ, ହେଲେ ଝିଅର ଯୋନିର ଝିଲି ପତଳା ହେଇଥିବାରୁ ତାହା ବିନା ଯୌନ କ୍ରୀଡ଼ାରେ ମଧ୍ୟ୍ୟ ଫାଟି ଯିବାର ବହୁ ଚାନ୍ସ ରହିଛି, ଯେପରିକି ସାଇକେଲ କିମ୍ବା ସ୍କୁଟି ଚଳେଇଲା ବେଳେ କୌଣସି ମତେ ଝିଲି ମଧ୍ୟ୍ୟ ଫାଟି ଯାଇ ପାରିଥାଏ | ଦେହରେ ଯୌବନ ର ଗରମ କୁ ସହି ନ ପରି ଆଙ୍ଗୁଳି କରି ମଧ୍ୟ୍ୟ ଝିଅ ଯୋନି ର ଝିଲି କୁ ଫଟେଇ ଦେଇ ପରେ |
କିଛି ଝିଅ ନିଜର ପ୍ରେମିକ ସହ ବିବାହ ପୂର୍ବରୁ ଅଶ୍ଳୀଳ ସମ୍ବନ୍ଧ ରଖିଥାନ୍ତି, ଯେମିତି କି ଚୁମ୍ବନ ଦିଆ ନିଅ ହେଉ, କି ଦେହର ଯୌନ ଅଙ୍ଗରେ ହାତ ମାରିବାକୁ ଦେବା ଇତ୍ୟାଦି | ପ୍ରାୟ ଝିଅ ନିଜ ଯୋନିକୁ ଛାଡି ଆଉ ସବୁ ଜାଗାରେ ପୁଅ ଙ୍କ ସ୍ପର୍ଶ ନେଇ ସାରିଥାନ୍ତି | ଯେମିତି ସମ ବୟସ୍କ ସାଙ୍ଗ କୁ ନିଜ ସ୍ତନ ସହ ଖେଳିବାକୁ ଦେବା ଭଳି | ପୁରୁଷ ନାରୀ ଠାରୁ ସୁଯୋଗ ଠାରେ ପାଇଲେ ସେ ଅଧିକରୁ ଅଧିକ ଗହ୍ୱର କାର୍ଯ୍ୟ କରିଯାଇଥାଏ | ଯୌବନର ଗରମରେ ମନର ଉଛନ୍ନତା କୁ ନେଇ ଭୋକ ମେଂଟେଇବା ଲାଗି ପୁରୁଷ ହାତରେ ଝିଅଟିଏ ଟେକି ଦିଏ ନିଜର ଲଙ୍ଗଳା ଦେହକୁ | ଏମିତିକି କିଛି ସମୟ ବ୍ୟବଧାନରେ ବାରମ୍ବାର ଯୌନ ସମ୍ଭୋଗ କଲେ ମଧ୍ୟ୍ୟ କିଛି ଝିଅ ଙ୍କ ଯୋନି ଆପେ ଆପେ ମଜି ହୋଇ ଯାଏ, ପ୍ରତେକ କ୍ଷେତ୍ରରେ ନହେଲେ ମଧ୍ୟ୍ୟ ଏହା କିଛି କ୍ଷେତ୍ରରେ ଘଟି ଥାଏ |
ତେବେ ଏମିତି କୌଣସି ସଂକେତ ନାହିଁ ଯାହା ଦ୍ୱାରା ଆପଣ ଜାଣି ପାରିବେ ଝିଅ ଟି କୁଆଁରୀ ଅଛି ନା ନାହିଁ, କେବଳ ଝିଅ ଆପଣଙ୍କ ସାମ୍ନାରେ ପ୍ରକାଶ କଲେ ହିଁ ବୁଝି ହେବ | କିନ୍ତୁ ଯଦି ଝିଅ ବାରମ୍ବାର ଯୌନ ସମ୍ଭୋଗ କରିଥାଏ ତେବେ ଯୋନିର ଆକାର ଓ ଯୋନିର ମୋଟେଇକୁ ନେଇ ଅନୁମାନ କର ଯାଇ ପରେ | ପୂର୍ବରୁ ଅଳ୍ପ ବୟସରେ ଝିଅ ଙ୍କର ବିବାହ ହେଇଯାଉଥିଲା ତାହା ଦ୍ୱାରା ଝିଅ ଯୌବନରେ ପାଦ ଛୁଁ ଛୁଁ ବାହାଘର ହେଇଜିବାରୁ ଅନ୍ୟ କାହା ଦ୍ୱାରା କୁଆଁରୀତ୍ୱ ନଷ୍ଟ କରିବାର ସୁଯୋଗ ମଧ୍ୟ୍ୟ ପାଉନଥିଲା | ତେବେ ଏଇ ନେଇ ମନରେ ଥିବା ଆପଣଙ୍କର ଦ୍ଵନ୍ଦ ଶେଷ ହୋଇଥିବା ବୋଲି ଆଶା କରୁଛି |
କୁଆଁରୀତ୍ୱ କୁ ଦେଖିବା ଛାଡି ଯାହା ମିଳିଛି ସେଥିରେ ନିଜର ଆଗାମୀ ଜୀବନରେ ଖୁସିରେ ରୁହନ୍ତୁ | ଯେମିତି ବାସନ ରାତିରେ ପୁରା ରାତି ଯୌନ ସମ୍ଭୋଗ କରିବା ସମ୍ଭବ ହେଇନଥାଏ ଗୋଟେ ପୁରୁଷ ପାଇଁ ସେପରି ନାରୀର ଝିଲି ମଧ୍ୟ୍ୟ ନ ଫଟାଇବାର କୌଣସି ସ୍ଥିରତା ନଥାଏ | ପ୍ରକୃତରେ କଣ ଥିଲାରେ ଗୁରୁତ୍ୱ ନା ଦେଇ କଣ ଅଛି ତାକୁ ହିଁ ଦେଖନ୍ତୁ ଆଉ ନିଜର ଖୁସିଭରା ଦାମ୍ପତ୍ୟ ଜୀବନକୁ ଭରପୂର ଉପଭୋଗ କରନ୍ତୁ |

]]>
//otelsan.ru/xbrasilporno/apana-nka-jibana-sathira-kunwaritwa-kemiti-chek-karibe/feed/ 1
ସୁରକ୍ଷିତ ଯୌନ ସମ୍ବନ୍ଧରେ କଣ୍ଡମର ଆବଶ୍ୟକତା – Surakhita Jouna Sambandhare Condom Ra Abasyakata | otelsan.ru //otelsan.ru/xbrasilporno/surakhita-jouna-sambandhare-condom-ra-abasyakata/ //otelsan.ru/xbrasilporno/surakhita-jouna-sambandhare-condom-ra-abasyakata/#respond Fri, 27 Apr 2018 06:02:54 +0000 //otelsan.ru/xbrasilporno/?p=1510 [...]]]> ନିରୋଧକ  (Condom)

ସୃଷ୍ଟିର ନିୟମ ଅନୁଯାଇ ପୁରୁଷର ଲିଙ୍ଗ ଓ ନାରୀର ଯୌନାଙ୍ଗ ମିଶିବା ଦ୍ୱାରା ଦୁଇ ଦେହରେ ଅପୂବର କାମନାର ଜ୍ୱାଳା ସୃଷ୍ଟି ହୁଏ | ସୃଷ୍ଟିରେ ଜନ୍ମ ସମସ୍ତ ପଶୁ ପକ୍ଷୀଙ୍କୁ ଯୌନ କରିବା ନିହାତି ଆବଶ୍ୟକ | ପେଟର ଭୋକରୁ ବଂଚିବା ପାଇଁ ସମସ୍ତେ ଖାଦ୍ୟ ଖାଆନ୍ତି ସେହିଭଳି ଦେହର କାମନା ପୁରାଣ କରିବା ପାଇଁ ସମ୍ଭୋଗ ନିତ୍ୟାନ୍ତ ଆବଶ୍ୟକ | ମଣିଷ ଗୋଟେ ନିର୍ଦ୍ଧିଷ୍ଟ ବୟସରେ ଯୌନ କରିବାର କ୍ଷମତା ପାଇଁ ଥାଏ | ସେହି ସମୟ ଠାରୁ ତା’ର ବିପରୀତ ଅଙ୍ଗ ଧରି ମନୁଷ୍ୟ ଆଡକୁ ଆକର୍ଷଣ ବଢିଯାଏ | ସାମାଜିକ ସୁରକ୍ଷା ଭିତରେ ରହି ଖୋଜୁ ଥାଏ ଗୋଟେ ଅନ୍ତରଙ୍ଗ ସାଥି ଯିଏ ତା’ର ମନର ଓ ଦେହର ଭୋକ କୁ ମେଂଟେଇବା ସହ ତାର ଏହି କାର୍ଯ୍ୟକୁ ଗୋପନ ରଖି ପାରିବ | ସାଧାରଣରେ କେହି ନିଜର ସଂଭୋଗକୁ ବାହାରେ ପ୍ରକାଶ କରନ୍ତି ନାହିଁ, କାରଣ ସମାଜରେ ରହି ଅଃଶ୍ରୀଲତାକୁ ପ୍ରକାଶ କଲେ ନିଜର ସମ୍ମାନ ନଷ୍ଟ ହୁଏ | ସବୁ ମନୁଷ୍ୟର ସମ୍ଭୋଗ କରିବାର କ୍ଷମତା ଅଛି କିନ୍ତୁ ସାମାଜିକ ସୁରକ୍ଷା ହେତୁ କିଛି ନିର୍ଦ୍ଧିଷ୍ଟ ମନୁଷ୍ୟଙ୍କୁ ଛାଡି ଦେଲେ ମନୁଷ୍ୟ ପ୍ରାୟ ଅନ୍ୟ ସମସ୍ତ ଙ୍କ ସହ ସମ୍ଭୋଗର କଳ୍ପନା ମଧ୍ୟ କରିଥାଏ | ନିଜର ଆତ୍ମୀୟଙ୍କ ଠାରେ ନିଜର ଯୌନ ଡ଼ରୁବଲତା କୁ ଲୁଚାଇ ରଖି, ମନକୁ ପସନ୍ଦ ଲାଗୁଥିବା ନୂଆ ଏବଂ ବିପରୀତ ଅଙ୍ଗ ଧାରୀ ମନୁଷ୍ୟ ସହଠାରେ ସମ୍ଭୋଗ ପାଇଁ ଥିବା ଡ଼ରୁବଲତା କୁ ପ୍ରକାଶ କରେ |

କାମସୁତ୍ର ଅନୁଶାରେ ମନୁଷ୍ୟ ଅନେକ ଭଙ୍ଗୀରେ ଯୌନ କରେ | ଯୌନର ଭୋକ ଏହିଭଳି ଯେ ମନୁଷ୍ୟ ସମ୍ଭୋଗ ସମୟରେ ନିଜର ମନର ଭାବନାକୁ ସ୍ଥିର କରିଦେଇ ଘଟିଚାଲିଥିବା କ୍ରୀଡାର ମଜା ନେଉଥାଏ |  ବେଳେ ବେଳେ ବିନା ପୂର୍ବ ଯୋଜନାରେ ମଧ୍ୟ ମନୁଷ୍ୟ ଅନୁକୂଳ ସମୟ ପାଇ ସମ୍ଭୋଗ କରିପକାଏ ଯାହା ଦ୍ୱାରା ଯୌନାଙ୍ଗରେ ମିଳନରେ ପୁରୁଷର ବୀର୍ଯର ନାରୀର ଯୌନାଙ୍ଗ ଭିତରକୁ ଚାଲିଯାଏ | ନାରୀର ଅଣ୍ଡକୋଷ ସହ ମିଶିବା ପରେ ଗର୍ଭରେ ନୂଆ ଜୀବନ ଶୃଷ୍ଟି କରେ ଯାହା ଦ୍ୱାରା ଭୃଣ ଓ ଭୃଣରୁ ନୂଆ ମନୁଷ୍ୟ ଶିଶୁ ଜନ୍ମ ନିଏ | କିନ୍ତୁ ଯୌନର ଅର୍ଥ ନୁହେଁ ଗର୍ଭ ଭିଆଇବା, ତା’ହା ଶରୀରର କାମନାକୁ ଶାନ୍ତ କରିବା ପାଇଁ ମଧ୍ୟ ହୋଇଥାଇ, ତେବେ ଯଦି କେବଳ ଶରୀର ଯୌନ କାମନାର ତୃପ୍ତି ପାଇଁ ଚାହିଁ ଅନିଚ୍ଛାରେ ମଧ୍ୟ୍ୟ ନାରୀ ଗର୍ଭରେ ପୁରୁଷର ବୀର୍ଯ ଛୁଟିଯାଏ ତେବେ ତାହା ଭବିଷ୍ୟତ ଜୀବନରେ ଦୁଃଖ ସୃଷ୍ଟି କରେ |  ଏଠି ପାଇଁ ଆଜିର ଯୁଗରେ ସୁରକ୍ଷିତ ଯୌନ ପାଇଁ ବଜାରରେ କୋଣ୍ଡୋମ (ନିରୋଧକ) ବିକ୍ରି ହେଉଛି | କୋଣ୍ଡୋମ ନାରୀ ଓ ପୁରୁଷ ଉଭୟଙ୍କ ପାଇଁ ଅଲଗା ଅଲଗା ମିଳେ | ଏହା ସାଧାରଣତଃ ପୁରୁଷର ଯୌନାଙ୍ଗ ଉପରେ କିମ୍ବା ନାରୀର ଯୌନାଙ୍ଗ ଭିତରେ ଲଗାଇବା ଦ୍ୱାରା ଯୌନ ସମୟରେ ପୁରୁଷର ଲିଂଗାରୁ ବାହାରି ଆସୁଥିବା ତରଳ ପଦାର୍ଥ ଯାହାକୁ ଆମେ ବୀର୍ଯ୍ୟ କହିଥାଉ ତାହା, ନାରୀର ଶରୀରର ଗର୍ଭ ଭିତରକୁ ଯାଇପାରେ ନାହିଁ, ଯାହା ଫଳରେ ଭୃଣ ସୃଷ୍ଟି ହୁଏ ନାହିଁ |

କିଛି ପୁରୁଷ ନାରୀର ମଳଦ୍ଵାରରେ ମଧ୍ୟ୍ୟ ଲିଙ୍ଗ ଭର୍ତି କରନ୍ତି ଯାହା ଦ୍ୱାରା ନାରୀ ଓ ପୁରୁଷ ଉଭୟଙ୍କୁ ଯୌନ ର ଅଧିକ ଖୁସି ମିଳିଥାଏ, କିନ୍ତୁ ମଳଦ୍ୱାର ହେଉଛି ସବୁଠାରୁ ଅସନା ଜାଗା ଯେଉଁଠାରେ ବିଭିନ୍ନ କୀଟାଣୁ ଜୀବାଣୁ ଆଦି ରହିଥାନ୍ତି | ମଣିଷର  ଶରୀରର ବର୍ଜ୍ୟ ବସ୍ତୁ ସବୁ ସେ ଦେଇ ନିଷ୍କାସିତ ହୁଏ ତେଣୁ ସମସ୍ତ ଖରାପ ପଦାର୍ଥ ଲାଗିବ ଦ୍ୱାରା ତାହା ପ୍ରାୟ ଅଶୁଦ୍ଧ ହୋଇ ରହିଥାଏ | ଏଣୁ ନାରୀର ମଳଦ୍ୱାରରେ ଯୌନ କରିବା ପୂର୍ବରୁ ମଲା ତ୍ୟାଗ କରି ଭଲରେ ଶୌଚ କରି ଯୌନ କରିବା ଆବଶ୍ୟକ | ମଳଦ୍ଵାରେ ଯୌନ କରିବାରେ କୋଣ୍ଡୋମ ମଧ୍ୟ୍ୟ ନିହାତି ବ୍ୟବହାର କରନ୍ତୁ | ଏହା ଅନିଶ୍ଚିତ ଗର୍ଭ ଧାରଣା କୁ ରୋକିବା ପାଇଁ ନୁହେଁ ବରଂ ରୋଗରୁ ବଂଚିବା ପାଇଁ | ନାରୀର ମଳଦ୍ୱାର ସହ ଯୌନ କଲେ ନାରୀ ଗର୍ଭ ଧାରଣା କରି ନଥାଏ | ନାରୀର ମଳଦ୍ଵାରରେ ପୁରୁଷ ବିନା ଭୟରେ ନାରୀ ସହ ସମ୍ଭୋଗ କରିପାରିବ |

କିଛି ପୁରୁଷ କିମ୍ବା ନାରୀ ନିଜର ସାଥି ସହ ଯୌନ ଖୁସି ନଥାନ୍ତି | ହୁଏତଃ ତାଙ୍କ ସାଥି ତାଙ୍କୁ ଯୌନ କରି ସନ୍ତୁଷ୍ଟି ଦେଇ ପାରୁନାହାନ୍ତି, ତେବେ ଏ କ୍ଷେତ୍ରରେ ସେ ଅନ୍ୟଠାରେ ଯୌନ କାମନା ପ୍ରକାଶ କରେ ଏବଂ ସମ୍ଭୋଗ କରିଥାଏ | ଏହିଭଳି ଯୌନ ସମ୍ଭୋଗ ବେଳେ କୋଣ୍ଡୋମ ବ୍ୟବହାର କରିବା ମଧ୍ୟ୍ୟ ନିହାତି ଆବଶ୍ୟକ | ତେବେ କୋଣ୍ଡୋମ କୁ ଆପଣ ମାନେ ସମସ୍ତେ ଜାଣନ୍ତି ହେଲେ ବ୍ୟବହାର ଦ୍ୱାରା ଆପଣ ନିଜର ଯୌନ ସାଥି କୁ ଖୁସି କରି ପରିବା ସହ କିଛି ଯୌନ ରୋଗରୁ ସୁରକ୍ଷା ମଧ୍ୟ୍ୟ ପାଇ ପାରିବେ |

——————————————–

ଯଦି ଆପଣ ନିଜ ପାଖ ଷ୍ଟୋରରୁ କୋଣ୍ଡୋମ କିଣି ପାରୁନାହାନ୍ତି, ତେବେ ଆପଣ ଏହାକୁ ଅନଲାଇନ ମଧ୍ୟ୍ୟ ମଗେଇ ପାରିବେ | ଅନଲାଇନ ମଗେଇଲେ ତାହା ଗୋଟେ ସିକ୍ରେଟ ପେସାକେତ ଯୋଗେ ଆପଣଙ୍କ ପାଖରେ ପହଂଚିଯିବ | ଭାରତର ସବୁଠାରୁ ନିର୍ଭର ଯୋଗ୍ୟ ରେ ଆପଣ ଅନେକ ପ୍ରକାର ର କୋଣ୍ଡୋମ ପାଇଁ ପାରିବେ ଯାହା ଆପଣଙ୍କୁ ସିକ୍ରେଟ ପ୍ୟାକେଟରେ ମିଳିଯିବ |

 

]]>
//otelsan.ru/xbrasilporno/surakhita-jouna-sambandhare-condom-ra-abasyakata/feed/ 0
ନାରୀ ଓ ଗାଜର – Nari O Gajara | otelsan.ru //otelsan.ru/xbrasilporno/nari-o-gajara/ //otelsan.ru/xbrasilporno/nari-o-gajara/#respond Thu, 16 Jun 2016 05:41:49 +0000 //otelsan.ru/xbrasilporno/?p=464 [...]]]> ନାରୀ ମାନଂକ ପ୍ରିୟ ଗାଜର ଏକ ପରିବା ଟିଏ, କିନ୍ତୁ ତାହାର ଏତେ ଉପକରିତା ଅଛି ହୁଏତଃ ଆମେ ଜାଣୁ ନାହିଁ । ଗାଜର ର ରଂଗ କମଳା କଲର ଦେଖିବାକୁ ମୁଳା ପରି କିନ୍ତୁ ସବୁଠୁ ସୁଆଦ ଯେ କେହି ବି ତାକୁ କଂଚା କାଟି ଖାଇ ଦିଅନ୍ତି । ନାରୀ ହେଉ ବା ପୁରୁଷ ଗାଜର ସମସ୍ତ ନ୍କ ପ୍ରିୟପରିବା ଟିଏ । ଆମେ ଏଠାରେ ଆପଣଂକୁ ” ନାରୀ ଓ ଗାଜର ” ମାଧ୍ୟ୍ୟମରେ ଗାଜରର ଉପକାରିତା କୁ ଜଣାଇବୁ ।

ନାରୀର ଯୌନ ଜ୍ୱାଳାରେ ଗାଜରର ଉପକାରିତା

ନାରୀ ମାନଂକର ଦେହରେ ଯୌନ ଜ୍ୱାଳା ଯୋଗୁଁ ପୀଡ଼ା ହେଲେ, ସେମାନେକରି ପୁରୁଷର ଗୁପ୍ତ ଅଂଗର ଅନୁଭବ ନିଅନ୍ତି । ବିଶେଷ କରି ଏ କାର୍ଯ୍ୟ କୁଆଁରୀ ଝିଅ ମାନଂକ ଠାରେ ଦେଖା ଯାଏ । ସମୟ ଓ ସୁବିଧାର ଅଭାବ ରୁ ସେମାନେ ନିଜେ ଗୁପ୍ତ ଭାବରେ ନିଜରକୁ ମେଣ୍ଟେଈ ଦିଅନ୍ତି । ଏ କାର୍ଯ୍ୟ କିଛି ବିବାହିତ ନାରୀ ମାନଂକ ଠାରେ ମଧ୍ୟ୍ୟ ଦେଖାଯାଏ, ଯେଉଁ ମାନେ ନିଜର ପୁରୁଷ ଠାରୁ ଦୁରରେ ରହି ଅନ୍ୟ ସହିତ ଯୌନ ସମ୍ପର୍କ କୁ ପାପ ବୋଲି ଭାବି କିମ୍ବା ଯଦି ପାପ ନଭାବିଲେ ମଧ୍ୟ୍ୟ ସୁଯୋଗ ନ ପାଇ ନିଜର ଦେହର ଜ୍ୱାଳାକୁ ଶାନ୍ତି କରିବା ପାଇଁ ଗାଜରକୁ ଯୋନିରେ ଭର୍ତିକରି ରାତିରେ ମଜା ନିଅନ୍ତି ।

ଏ କାର୍ଯ୍ୟ କେବେ ପୁରୁଷର ନଜର କୁ ଆସେ ନାହିଁ । କିନ୍ତୁ ଏ କଥା ଗୋଟେ କଲେଜ ଗାର୍ଲସ୍ ହଷ୍ଟେଲ୍ ରେ କିଛି ଦିନ ଧରୀ ବହୁତ ବଡ଼ ଘଟଣା ହୋଇଥିଲା ଯେତେବେଳେ ଗୋଟେ ସପ୍ତାହରେ ଅଳିଆ ଗଦାରୁ ୧୦ କେ.ଜି. ବାଇଗଣ ମିଳିଲା, ଏ କଥାରେ ହଷ୍ଟେଲ୍ ୱାଡେନ୍ ହଷ୍ଟେଲ ଛାତ୍ରି ମାନଂକୁ ତାଗିଦ କରିଥିଲେ ।

ଗାଜର କୁ ରୋଷେଇ ରେ ବ୍ୟବହାର

ଗାଜରକୁ ରନ୍ଧା ଖାଦ୍ୟରେ ବ୍ୟବହାର କଥା ଟା ସମସ୍ତେ ଜାଣନ୍ତି, ଆମେ ବିଶେଷ କରି ପଲୋଉ, ବିଭିନ୍ନ ତରକାରୀ, ସାଲଟ୍ ଆଦିରେ ବ୍ୟବହାର କରୁ । ଗାଜର କୁ ଖାଲି ଖାଇଲେ ମଧ୍ୟ୍ୟ ବହୁତ ମିଠା ଲାଗେ । କୌଣସି ଖାଦ୍ୟକୁ ମିଠା କରିବାକୁ ଚାହୁଁଥିଲେ ଆମେ ଗାଜର ବ୍ୟବହାର କରିପାରିବା । ବିଟ୍ ପରି ଖାଦ୍ୟକୁ ରଂଗିନି କରୁନଥିବାରୁ ଗାରଜ ବିଟ୍ ଠାରୁ ବେସି ପସନ୍ଦ ଯୋଗ୍ୟ ।

ଗାଜର ନାରୀର ତୋଚା ସୌନ୍ଦର୍ଯ୍ୟ ପାଈଁ ବ୍ୟବହୃତ

୧. ତ୍ୱଚାର ଚମକ ପାଇଁ ଗାଜର ମାସ୍କ

ଗାଜରରେ ଭିଟାମିନ୍ ଏ ଥିବାରୁ ଏହା ତ୍ୱଚା ପାଇଁ ଉପକାରୀ । ଗାଜର ମାସ୍କ ଲଗାଇବା ଦ୍ୱାରା ତ୍ୱଚାର ଚମକ ଆସେ । ଗାଜର ର ଚୋପା ଛଡାଇ ତାକୁ ପେଷ୍ଟ କରି ୧ ଚାମଚ ଲେମ୍ବୁ ରସ, ୧ ଚାମଚ ମହୁ ଓ ୧ ଚାମଚ ଅଲିଭ ତେଲ ମିସାଇ, ମୁହଁକୁ ପରିଷ୍କାର ପାଣୀରେ ଧୋଇ ତାକୁ ୩୦ ମିନିଟ୍ ଯାଏଁ ଲଗାଇ ରଖିଲା ପରେ, ମୁହଁକୁ ଗରମ ପାଣୀରେ ଧୋଇ ଦିଅନ୍ତୁ, ଏହିପରି ପ୍ରତିଦିନ କରିବା ଦ୍ୱରା ଆପଣ୍ଂକ ତ୍ୱଚା ରେ ଚମକ ଆସିଯିବ ।

୨.ଶୁଷ୍କ ତ୍ୱଚା ପାଇଁ ଗାଜର କାକୁଡ଼ି ମାସ୍କ

ଯଦି ଆପଣଂକ ତ୍ୱଚା ଶୁଷ୍କ ତା’ ହେଲେ ଆପଣ ଏହି ମାସ୍କ ବ୍ୟବହାର କଲେ ତ୍ୱଚା ଚିକଣ ଓ କୋମଳ ହୋଇପାରେ । ୨-୩ ଚାମଚ ଗାଜର ପେଷ୍ଟ, ୧ ଚାମଚ କାକୁଡ଼ି ରସ ଏକାଠି ମୁହଁରେ ଓ ନାକରେ ୧୫ ମିନିଟ୍ ଯାଏଁ ଲଗାଇ ରଖନ୍ତୁ । ପରେ ଉଷୁମ୍ ପାଣୀରେ ଧୋଇ ଦିଅନ୍ତୁ ।

୩. ତେଲିଆ ତୋଚା ପାଈଁ ଗାଜର ବେସନ ମାସ୍କ

ଏହି ଫେସ୍ ମାସ୍କ ଲାଗାଇବା ଦ୍ୱାରା ବୟସର ଛାପ ଜଣାପଡେ ନାହିଁ ଓ ତ୍ୱଚାର ଚମକ ଆସେ । ମୁହଁରୁ ବ୍ରଣକୁ ମଧ୍ୟ୍ୟ ଦୁରେଇ ଦିଏ । ୨ – ୩ ଚାମଚ ଗାଜର ରସ, ୧ ଚାମଚ ଲେମ୍ବୁ ରସ, ୨ ଚାମଚ ବେସନ ଓ ୧ ଚାମଚ ବଟର ମଲ୍ଲି ମିସାଇ ମୁହଁ ଧୋଇ ଲଗାନ୍ତୁ । ୩୦ ମିନିଟ୍ ରେ ଅଳ୍ପ ଉସୁମ ପାଣୀ ରେ ମୁହଁ ଧୋଇ ଦିଅନ୍ତୁ । ଶୁଷ୍କ ତ୍ୱଚା ହେଲେ ଲେମ୍ବୁ ରସ ବ୍ୟବହାର କରନ୍ତୁ ନାହିଁ ।

୪. ଉଜ୍ଜଳ ତ୍ୱଚା ପାଇଁ ଗାଜର ଅଣ୍ଡା ମାସ୍କ

ଏହି ମାସ୍କ ଲଗେଇବା ଦ୍ୱାରା ଚେହେରା ର ରଂଗରେ ପରୀବର୍ତ୍ତନ ଆସେ । ୧ ଚାମଚ ଗାଜର ରସ, ୧ ଚାମଚ ଅଣ୍ଡାର ଧଳା ଅଂଶ, ୧ ଚାମଚ ଦହି କିମ୍ବା କ୍ଷୀର ମିଶାଇ ଲେପ ପ୍ରସ୍ତୁତ କରନ୍ତୁ । ମୁହଁରେ ଲଗେଇବାର ୨୦ ମିନିଟ୍ ପରେ ଉଷୁମ୍ ପାଣୀରେ ମୁହଁ ଧୋଇ ଦିଅନ୍ତୁ ।

ଗାଜର ସୁପ୍

ପ୍ରସ୍ତୁତି ସାମଗ୍ରୀ –

ଗାଜର ୨୦୦ ଗ୍ରାମ , ପିଆଜ ୧ ଟି , ମୁଗଡାଲି ବଡ ଚାମଚରେ ୧ ଚାମଚ , ସରକଢା କ୍ଷୀର ୧ କପ୍, ଗୋଲମରିଚଗୁଣ୍ଡ ଛୋଟ ଚାମଚରେ ୧ ଚାମଚ , ଆବଶ୍ୟକ ଅନୁଯାଇ ଲୁଣ ।

ପ୍ରଣାଳୀ –

ଗାଜର ଓ ପିଆଜକୁ ବଡ ବଡ ଖଣ୍ଡ କରି କାଟି ରଖନ୍ତୁ । ୩ କପ୍ ପାଣି ଓ ମୁଗଡାଲି ଦେଇ ପ୍ରେସରକୁକରରେ ରାନ୍ଧି ଦିଅନ୍ତୁ । ସିଝିଗଲେ ମିକସିରେ ପେଷିଦିଅନ୍ତୁ । କ୍ଷୀରକୁ ଫୁଟାଇ ସୁପରେ ମିଶାନ୍ତୁ । ଲୁଣ ଓ ଗୋଲମରିଚଗୁଣ୍ଡ ଦେଇ ୧ ମିନିଟ ଫୁଟେଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗାଜର ସୁପ୍ । ଏହାକୁ ଗରମ ଗରମ ପିଇବାକୁ ଦିଅନ୍ତୁ । ଏହା ଦେହ ପକ୍ଷେ ବହୁତ ଭଲ ।

ଗବେଷକ : ସୁନିତା ପୃଷ୍ଟୀ

ପ୍ରକାଷକ : ଭାଉଜ.କମ

ସୂଚନା ସଂକଳନ :

୧. ସମ୍ବାଦ ଖବର କାଗଜ ୩ – ଜାନୁୟାରୀ – ୨୦୧୬ ରବିବାର

୨. ରିୟଲ୍ ଆଡଲ୍ଟ ଇଭେଣ୍ଟ୍ ଫୋରୁମ୍

୩. ଲୋକକଥା ଓ ସାଂସାରୀକ ପ୍ରଥା

]]>
//otelsan.ru/xbrasilporno/nari-o-gajara/feed/ 0