କଲେଜ୍ ର ପୂରୁଣା ସାଙ୍ଗ ମିନୁ – College Ra Puruna Sanga Minu

February 18, 2016 sunitaprusty 0

ବଂଶୀ ବଜାରରୁ ବାହାରି ଆସୁଥିବା ବେଳେ ରାସ୍ତାରେ ମିନୁ ସହ ଦେଖା ହୋଇଗଲା। କଲେଜ ଛାଡ଼ିବାପରେ ବୋଧହୁଏ ପ୍ରଥମଥର ସେ ମିନୁକୁ ଦେଖୁଥିଲା। ପ୍ରାୟ ଚାରିମାସରୁ ଅଧିକ ସମୟ ହୋଇଗଲାଣି। କଲେଜରେ ଏକାଠି ପାଠପଢୁଥିଲେ ସେମାନେ। ଗୋଟିଏ ସହରରେ ରହିବାପରେ ସୁଦ୍ଧା କେବେ ଦେଖା ହେଉନଥିଲା। ମିନୁ ଭାରୀ ଶାନ୍ତଶିଷ୍ଟ ଝିଅଟିଏ। ଅନ୍ୟ ଝିଅମାନଙ୍କ ପରି ସେ ନୁହଁ। ଦେଖିବାକୁ ବହୁତ ସୁନ୍ଦରୀ, ବାପା ଜଣେ ଓକିଲ। କଲେଜ ଛାଡ଼ିବାପରେ […]