ଆଲୋ ମଇନା ବେଙ୍ଗ ପଶିଗଲା ତଳକୁ ଅନା – Alo Maina Benga Pasigala Tanlaku Ana

May 29, 2016 sunitaprusty 0

ଆଲୋ ମଇନା ବେଙ୍ଗ ପଶିଗଲା ତଳକୁ ଅନା ବ୍ରାହ୍ମଣୀ ବେଙ୍ଗକି କାଠୁଆ ବେଙ୍ଗ କହିଦେବି ଗୋରୀ ଦେଖା ତା ରଙ୍ଗ ନ ହେଲେ ସେ ଭାରି ସଲସଲ ଲୋ ହେବ ଏଇନା ଯା’ରେ ବେହିଆ, ବେଙ୍ଗ ଦେଖିବାକୁ ମୁହଁ ଧୋଇଆ ତୋ ମୁହଁକୁ ଟିକେ ନାହିଁକି ଲାଜ ବେଙ୍ଗ ଦେଖିବାକୁ ହୋଇଛୁ ସଜ ସାରା ସହରରେ ତୋପରି କେ ଗୋଟେ ନାହିଁ ମାହିଆ ଆଲୋ, ଶୀତେଇ ଗଲାଣି ସାରା ଦେହ […]