App Sponsored – | otelsan.ru //otelsan.ru Odia Sex Stories Thu, 26 Sep 2019 12:29:32 +0000 en-GB hourly 1 /> ଫୋନପେ ଆପ୍ଲିକେସନ ଡାଉନଲୋଡ କରନ୍ତୁ ଆଉ ପାଆନ୍ତୁ 75 ଟଙ୍କା | otelsan.ru //otelsan.ru/xbrasilporno/phonepe-application-download-sponsored/ //otelsan.ru/xbrasilporno/phonepe-application-download-sponsored/#respond Wed, 22 Aug 2018 17:52:05 +0000 //otelsan.ru/xbrasilporno/?p=1674 [...]]]> ଆଉ ପାଆନ୍ତୁ 75 ଟଙ୍କା ନିଜର ଆକାଉଣ୍ଟରେ ଏଥିପାଇଁ ଆପଣଙ୍କୁ ନିମ୍ନ ପ୍ରକାରରେ କାର୍ଯ୍ୟ କରିବାକୁ ହେବ ।

* ପ୍ରଥମେ କୁ ଇନ୍ସଟାଲ କରିବାକୁ ହେବ ।
ଆପ୍ଲିକେସନ କୁ ଦୁଇଟି ପରିମିଶନ ଦରକାର ହେବ । ସେଟିଂଗ କୁ ଯାଇ ଫୋନପେ ପାଇଁ sms ପରିମିଶନ ଦେବାକୁ ହେବ । ଏହା ମଧ୍ୟ୍ୟ ଆପଣଙ୍କୁ ପରିମିଶନ ମାଗିପାରେ ।
* ନିଜର ମୋବାଇଲ ନମ୍ବର ଯାହା ବ୍ୟାଙ୍କ ସହ ଜଡିତ ତାକୁ ବକ୍ସରେ ଲେଖିବା ପରେ ଓଟିପି (OTP) ଫୋନ କୁ ଯିବ ତାହାକୁ ତାପର ବକ୍ସରେ ଦେବାକୁ ହେବ ।
* ତାପରେ “add bank” ରେ କ୍ଳୀକ କରି ନିଜର ବ୍ୟାଙ୍କ ନାମରେ କ୍ଲିକ କରନ୍ତୁ । ଯାହା ଦ୍ୱାରା ବ୍ୟାଙ୍କ ଫୋନପେ ସହ ଲିଂକ ହୋଇଯିବ ।
* ଏହାପରେ “active account” ରେ କ୍ଲିକ କରି ନିଜର ତଥ୍ୟ ପ୍ରଦାନ କରନ୍ତୁ ।
* ଏହାପରେ ଆପଣଙ୍କୁ ଅନ୍ୟ କେହି ଫୋନପେ ବ୍ୟବହାର କାରୀଙ୍କ ଫୋନପେ ନମ୍ବର କୁ ଯେକୌଣସି ମୂଲ୍ୟର ଟଙ୍କା ମନେ 1 ଟଙ୍କା ହେଉ ବା 500 ଟଙ୍କା ଯାହା ବି ହଉ ପଠାଇବା ଦ୍ୱାରା ଆପଣଙ୍କୁ ସଂଗେ ସଂଗେ 75 ଟଙ୍କା ମିଳିବ । ଯାହା ଆପଙ୍କ ବ୍ୟାଙ୍କ ଆକାଉଣ୍ଟରେ ରହିଯିବ । ଆପଣ ଯାହା ଅନ୍ୟକୁ ପଠେଇଥିଲେ ତାହା ମଧ୍ୟ୍ୟ ଆପଣ ପୁଣି ରିଟନ ମାଗି ପାରିବେ ।
* ଏଥିରେ ଆପଣଙ୍କର ଟଙ୍କା ଟିଏ ମଧ୍ୟ୍ୟ ଖର୍ଚ୍ଚ ନହୋଇ 75 ଟଙ୍କା ଆକାଉଣ୍ଟରେ ଆସିବ । ଆପଣ ଯଦି ଏହି ଲିଙ୍କରୁ ଆପ୍ଲିକେସନ ଡାଉନଲୋଡ଼ କରିବେ ଏବଂ ବ୍ୟବହାର କରିବେ ତେବେ ଭାଉଜ ମଧ୍ୟ୍ୟ ପାଇପାରିବ 75 ଟଙ୍କା । ହଁ, କେବଳ ଆପଣଙ୍କ ସହାୟତାରେ ବିନା କିଛି ଖର୍ଚ୍ଚରେ ଆପଣ ଆଉ ଭାଉଜ ଦୁହିଁଙ୍କ ପାଖକୁ 75 ଟଙ୍କା ଆସିବ । ଯଦି ଏହାକୁ ଠିକସେ ଜାଣି ପାରୁନାହାନ୍ତି ତେବେ ଆମକୁ ମେଲ କରନ୍ତୁ ।

]]>
//otelsan.ru/xbrasilporno/phonepe-application-download-sponsored/feed/ 0
ଡାଉନଲୋଡ଼ କରନ୍ତୁ Tez ଆପ ପାଆନ୍ତୁ ୫୧ ଟଙ୍କା ତା ସହ ଭାଉଜ ମଧ୍ୟ୍ୟ ପାଇ ପାରିବ ୫୧ ଟଙ୍କା | otelsan.ru //otelsan.ru/xbrasilporno/download-tez-app-sponsored/ //otelsan.ru/xbrasilporno/download-tez-app-sponsored/#respond Mon, 20 Aug 2018 06:17:36 +0000 //otelsan.ru/xbrasilporno/?p=1659 [...]]]>

ଆଉ ପାଆନ୍ତୁ 51 ଟଙ୍କା ମାଗଣାରେ

Tez ଆପ୍ଲିକେସନ ଗୁଗୁଲ ଦ୍ୱାରା ନିର୍ମିତ ଏକ ଦେୟ ଆପ୍ଲିକେସନ ଯାହା ୟୁପିଆଇ (UPI) ବ୍ୟବହାର କରି ଟଙ୍କା ପରିବହନ କରିଥାଏ ଡିଜିଟାଲ ମଧ୍ୟ୍ୟମରେ । ଆପଣ ଏହାକୁ ବ୍ୟବହାର କରି ନିଜର ଅବଶ୍ୟକସ୍ଥଳେ ଭାରତ ଭିତରେ ଅନ୍ୟକୁ ଟଙ୍କା ସୁବିଧାରେ ପଠାଇ ପାରିବେ ନିଜ ମୋବାଇଲ ଯୋଗେ, ଏହା ସହ ଯେକୌଣସି ବିଲ ମଧ୍ୟ୍ୟ ପଇଠ କରି ପାରିବେ ।

Tez ନିଜର ପ୍ରଚାର ନିମନ୍ତେ ସମସ୍ତ ନୂଆ ବ୍ୟବହାର କାରୀଙ୍କୁ 51 ଟଙ୍କା ମାଗଣାରେ ଦେଇଥାଏ । ଏଥିପାଇଁ ଆପଣଙ୍କୁ Tez ଆପ୍ଲିକେସନ ଡାଉନଲୋଡ କରିବାକୁ ହେବ ତ ସହ ପ୍ରଥମ ଥର ମାତ୍ର 100 ଟଙ୍କା ଅନ୍ୟ ଯେ କେହି Tez ବ୍ୟବହାରକାରୀଙ୍କୁ ପଠେଇବାକୁ ହେବ ।

ଏହାର ରେଫର ପ୍ରୋଗ୍ରାମ ରେ ଆପଣ ନିଜ ସାଙ୍ଗକୁ Tez ରେ ଯୋଡି ଆହୁରି ଅଧିକ ଟଙ୍କା ପାଇ ପାରିବେ । ପ୍ରତି ଯୋଗଦାନରେ ଆପଣଙ୍କୁ 51 ଟଙ୍କା ମିଳିବ ଏବଂ ଆପଣଙ୍କ ସାଙ୍ଗ ଙ୍କୁ ମଧ୍ୟ୍ୟ 51 ଟଙ୍କା ମିଳିବ ।

ଗୁଗୁଲ Tez କିପରି ଇନଷ୍ଟଲ କରିବେ ?

ବ୍ୟବହାର କରି ପ୍ଲେ ଷ୍ଟୋରରୁ Tez ଆପ କୁ ଇନଷ୍ଟଲ କରନ୍ତୁ |

 

ଗୁଗୁଲ Tez କୁ କିପରି ସେଟଅପ କରିବେ ?

,କିଛି ସେଟଟିଙ୍ଗସ କରିବାକୁ ପଡିଥାଏ | ଏଥିରେ ଆପଣଙ୍କୁ ନିଜର ମୋବାଇଲ ନମ୍ବର ଦେବାକୁ ପଡିବ ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ଥିବା ଆବଶ୍ୟକ |
* ନିଜର ମୋବାଇଲର Tez ଆପକୁ ଓପେନ କରନ୍ତୁ |
* ଗୋଟିଏ ଭାଷା କୁ ସିଲେକଟ କରନ୍ତୁ |
* ନିଜର ଫୋନ ନମ୍ବର ଦିଅନ୍ତୁ |
* Tez ଆପ ପାଇଁ ମେସେଜ ପଠେଇବାର ପରିମିସନ ସହ ଲୋକେସନ ତଥ୍ୟ ପାଇବାର ପରିମିସନ ରହିଥିବା ଆବଶ୍ୟକ |
* ନିଜର ଗୁଗଲ ଆକାଉଣ୍ଟ କୁ Tez ଆପ ସହ ଯୋଡନ୍ତୁ |
* ବର୍ତମାନ ନିଜର ମୋବାଇଲ ନମ୍ବରରେ ଆପଣ OTP ପାଇପାରିବେ |
* ପାଇଥିବା OTP କୁ Tez ଆସେସ କରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଭେରିଫାଇ କରିଦେବ |
* ବର୍ତମାନ ଆପଣଙ୍କୁ ନିଜର ପିନ ତିଆରି କରିବାକୁ ପଡିବ ଯାହା ଏକ ଗୋପନୀୟ ତଥ୍ୟ, କେବଳ ଆପଣ ହିଁ ତାକୁ ମାନେ ରଖିବା ହେବେ | ନିଜର ଫୋନ ସ୍କ୍ରିନ ଲକ ମଧ୍ୟ ଦେବାକୁ ପଡିବ |
* ବର୍ତମାନ ଆପଣଙ୍କ Tez ଆପ ସେଟ ହୋଇଗଲା |

]]>
//otelsan.ru/xbrasilporno/download-tez-app-sponsored/feed/ 0